top of page

ଆଲୋଚନା ପରେ ଚଳାଚଳ ହେଲା ଟ୍ରକ || SUNDARGARH NEWS

ସୁନ୍ଦରଗଡ ଜିଲା ହେମଗିର ବ୍ଲକ ସ୍ଥିତ ଝାରପଲମ ଠାରେ ଗ୍ରାମ ବାସିଙ୍କ ତରଫରୁ ନିଯୁକ୍ତି,ରାସ୍ତା,ଗ୍ରାମରେ ଡେଭଲପମେଣ୍ଟ ଆଦି ବିଭିନ୍ନ ଦାବିକୁ ଲୋକେ ଜାମକାନୀ କୋଇଲା ଖଣି କୋଇଲା ପରିବହନରକୁ ସକାଳ ୬ଟାରୁ ସଂନ୍ଦ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ କରି ଦେଇଥିଲେ । ଯଦ୍ୱାରା ଅନେକ ଟ୍ରେକ ରାସ୍ତା କଡରେ ଛିଡା ହୋଇଥିଲା । ତେବେ ଆଜି ସଂଧ୍ୟାରେ ଗ୍ରାମ ବାସି ଓ ଜାମକାନୀ କୋଇଲା ଖଣିର ଅଧିକାରୀ ଶିଦ୍ଧାଥ ବେହେର,ସନ୍ତୋଷ ବହେରାଙ୍କ ସହିତ ଆଲୋଚନା ହୋଇଥିଲା । ଏହି ଆଲୋଚନ ପରେ ଲୋକେ ଟ୍ରକ ଗୁଡିକର ଚଳାଚଳକୁ ଅନୁମତି ଦେଇଥିଲେ । ଏହି ଅବସରରେ। ସୁରେଶ ସା,ବିଜୟ ପ୍ରଧାନ,ଉମାଶଙ୍କର ପଧାନ ପ୍ରମୁଖ ଉପସ୍ଥିତ ।



12 views0 comments
bottom of page